Today is November 20, 2026

HEADLINES

LATEST NEWS

ବ୍ରାହ୍ମଣବାଦୀଙ୍କ ସମସ୍ତ ଭଗବାନ ଓ ଧର୍ମଶାସ୍ତ୍ର କାଳ୍ପନିକ ବିଷୟବସ୍ତୁ ଉପରେ ଆଧାରିତ l

ବଲାଙ୍ଗିର : 17 ଏପ୍ରିଲ 2026 : ବ୍ରାହ୍ମଣ ବାଦୀଙ୍କ ଦ୍ୱାରା ତିଆରି କରାଯାଇଥିବା ଭଗବାନ ବ୍ରହ୍ମା, ଵିଷ୍ଣୁ, ମହେଶ୍ୱର, ଦଶବତାର ମଧ୍ୟରୁ କେଵଳ ବୁଦ୍ଧଙ୍କୁ ଛାଡିଦେଲେ ବାକି ନଅଟି ଅବତାର ମତ୍ସ୍ୟ, କୁର୍ମା ( କଚ୍ଛପ ), ବରାହ, ନରସିମହା, ବାମନ ଓ ପର୍ଶୁରାମ, ରାମ, କୃଷ୍ଣା ବଳରାମ ଓ କଳକି ତଥା ତେତିଶ କୋଟି ଦେବାଦେବୀ କେବଳ କାଳ୍ପନିକ ବିଷୟ ବସ୍ତୁ ଉପରେ ଆଧାରିତ ଯାହାର କୋୖଣସି ସତ୍ୟତା ନାହିଁ l

ବୁଦ୍ଧ ଧର୍ମର ବିନାଶ ଓ ଜାତିପ୍ରଥlକୁ ପ୍ରଚଳିତ କରି ରଖିବା ପାଇଁ ଦେଶରେ ଉପରୋକ୍ତ ଭଗବାନ ମାନଙ୍କ ନାମରେ ଏକ ମିଥ୍ୟା ସଂକୃତି ତିଆରି କାରାଯାଇଛି l ସତ୍ୟତା ଭାରତବାସୀ ଜାଣିବାର ନିତାନ୍ତ ଆବଶ୍ୟକତା ରହିଛି, ତତ୍ସମ୍ବନ୍ଧୀୟ ସବିଶେଷ ତଥ୍ୟ ନିମ୍ନରେ ଉପସ୍ଥାପିତ କାରାଯାଇଛି l

( 1 ) କାଳ୍ପନିକ ଭଗବାନ ତିଆରି କରିବା ପଛରେ ବ୍ରାହ୍ମଣ ବାଦୀ ମାନଙ୍କର ଅନ୍ତର୍ନିହିତ ଉଦ୍ଧେଶ୍ୟ କଣ ରହିଥିଲା ?

( a ) ମୌର୍ଯ୍ୟ ରାଜବଂଶର ତୃତୀୟ ସମ୍ରାଟ ଅଶୋକଙ୍କ 36 ବର୍ଷର ଶାସନକାଳ 268 BCE ରୁ 232 BCE ପର୍ଯ୍ୟନ୍ତ ସମୟରେ ମୌର୍ଯ୍ୟ ସାମ୍ରାଜ୍ୟ ପୃଥିବୀର ସବୁଠାରୁ ବୃହତ ଓ ଶକ୍ତିଶାଳୀ ବୁଦ୍ଧଙ୍କର ଦେଶ ଭାବରେ ବିଶ୍ବ ଦରବାରରେ ପରିଗଣିତ ହେଉଥିଲା l
ବୁଦ୍ଧଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ସମ୍ରାଟ ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟରେ ଜାତିପ୍ରଥା ଓ ଧାର୍ମିକ ଶୋଷଣକୁ ସଂପୂର୍ଣ୍ଣ ଭାବରେ ବିଲୋପ କରିଦେଇଥିଲେ l ସେସମୟରେ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟର 95% ପ୍ରତିଶତ ନାଗରିକ ମାନଙ୍କ ମଧ୍ୟରେ କେବଳ ବୁଦ୍ଧଧର୍ମର ପ୍ରଚଳନ ରହିଥିଲା l

( b ) ସମ୍ରାଟ ଅଶୋକଙ୍କ ବଂଶଧର ମୋର୍ଯ୍ୟ ରାଜବଂଶର ନବମ ସମ୍ରାଟ ବ୍ରିହାଦ୍ରତ ମୌର୍ଯ୍ୟଙ୍କୁ 185 BCE ରେ ତାଙ୍କର ବ୍ରାହ୍ମଣ ସେନାପତି ପୁଷ୍ୟମିତ୍ର ଶୃଙ୍ଗ ହତ୍ୟା କଲାପରେ ମୌର୍ଯ୍ୟ ସାମ୍ରାଜ୍ୟର ସବୁଦିନ ପାଇଁ ପତନ ଘଟିଥିଲା l ସେସମୟରେ ବୁଦ୍ଧଧର୍ମ ସମଗ୍ର ମୌର୍ଯ୍ୟ ସାମ୍ରାଜ୍ୟକୁ ଆଛାଡିତ କରିରଖିଥିଲା l

ଶୃଙ୍ଗ ସାମ୍ରାଜ୍ୟର ପ୍ରଥମ ସମ୍ରାଟ ଭାବରେ ପୁଷ୍ୟମିତ୍ର ଶୃଙ୍ଗ ଶାସନ ଗାଦିରେ ଅବସ୍ଥାପିତ ହେଲାପରେ ଦେଶରେ ବ୍ରାହ୍ମଣବlଦ ସ୍ଥାପନ କରିବା ପାଇଁ ରାଜ୍ୟର ସମସ୍ତ କ୍ଷମତା ଓ ସୈନ୍ୟବlହିନୀ ବୁଦ୍ଧଧର୍ମକୁ ବିନାଶ କରିଦେବା ପାଇଁ ଲଗାଇ ଦେଇଥିଲେ l

ଦେଶରୁ ବୌଦ୍ଧଧର୍ମକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିଦେବା ପାଇଁ ଲକ୍ଷlଧିକ ବୌଦ୍ଧ ଭିକ୍ଷୁ ଓ ଭିକ୍ଷୁଣି ମାନଙ୍କୁ ଅମାନୁଷିକ ଭାବରେ ଅତ୍ୟାଚାର କରାଯାଇ ନରସଂହାର କରାଯାଇଥିଲା l ଅଶୋକଙ୍କ ଶାସନକାଳ ସମୟରେ ନିର୍ମାଣ କରାଯାଇଥିବା ବୁଦ୍ଧଙ୍କର ବିରାଟକାୟ ପ୍ରତିମୂର୍ତ୍ତି , ସ୍ତୁପ ଓ ପୂଜାସ୍ଥଳି ମାନଙ୍କୁ ବିଧ୍ୱଂଶ କରି ଦିଆଯାଇଥିଲା l

( c ) ତାପରବର୍ତ୍ତୀ ସମୟରେ ବୁଦ୍ଧଧର୍ମ ଠାରୁ ଲୋକଙ୍କ ଧ୍ୟାନ ହଟାଇବା ଓ ଦେଶରେ ଜାତିପ୍ରଥର ପ୍ରଚଳନ କରିବା ପାଈଁ କାଳ୍ପନିକ ବିଷୟ ବସ୍ତୁ ଉପରେ ବ୍ରହ୍ମା, ବିଷ୍ନୁ, ମହେଶ୍ୱର ତଥା ଚାରିଯୁଗର ଉପସ୍ଥାପନ କରି ବିଷ୍ଣୁଙ୍କର ନଟି ଅବତlର ଓ ତେତିଶ କୋଟି ଦେବାଦେବୀ,ତିଆରି କରାଯାଇ ବୁଦ୍ଧଙ୍କର ପୂଜସ୍ଥଳୀ ମାନଙ୍କୁ କବଜା କରି ମନ୍ଦିର ଓ ମୁର୍ତ୍ତି ପୂଜାର ପ୍ରଚଳନ କରାଯାଇଥିଲା l

ଏହାସହିତ କାଳ୍ପନିକ ଭଗବାନ ମାନଙ୍କୁ ସତ୍ୟ ପ୍ରମାଣିତ କରିବା ସହିତ ଜାତିପ୍ରଥକୁ ପ୍ରଚଳିତ କରିବା ପାଇଁ କାଳ୍ପନିକ ବିଷୟବସ୍ତୁ ଆଧlରରେ ଭାଗବତ ପୂରଣ, ଭାଗବତ ଗୀତା, , ଵିଷ୍ଣୁ ପୂରlଣ , ପଦ୍ମ ପୂରlଣ, ରାମାୟଣ , ମହାଭାରତ ଓ ଗରୁଡ ପୁରାଣ ଇତ୍ୟାଦିର ସଂରଚନା କରାଯାଇଥିଲା ଯାହାର କୋୖଣସି ସତ୍ୟତା ନାହିଁ l

( d ) ଦେବାଦେବୀଙ୍କ ଉପରେ ଲୋକଙ୍କ ଆସ୍ଥା ଓ ବିଶ୍ୱାସ ତିଆରି କରିବା ପାଈଁ ବ୍ରାହ୍ମଣବାଦୀଙ୍କ ଧର୍ମଶାସ୍ତ୍ର ଅନୁଯାୟୀ ପୃଥିବୀକୁ ଚାରୋଟି ଯୁଗରେ ବିଭକ୍ତ କରାଯାଇଛି l ସତ୍ୟ ଯୁଗ 17 28 000 , ତ୍ରେତୟା ଯୁଗ 12 96 000, ଦ୍ଵାପର ଯୁଗ 8 64 000, କଳି ଯୁଗ 4 32 000 ବର୍ଷ ରହିଲା ପରେ ପୃଥିବୀରେ ପ୍ରଳୟ ଆସି ପ୍ରତ୍ୟେକ ଯୁଗର ପରିସମାପ୍ତି ଘଟିଥାଏ ବୋଲି ଉଲ୍ଲେଖ କରାଯାଇ ଲୋକଙ୍କୁ ପ୍ରତାରଣା କରାଯାଇଥିଲା l

କାଳ୍ପନିକ ବିଷୟବସ୍ତୁ ଆଧରରେ ଭଗବାନ ଵିଷ୍ଣୁ ସତ୍ୟଯୁଗରେ ମତ୍ସ୍ୟ, କୁର୍ମା ( କଚ୍ଛପ ), ବରାହ ଅବତାର ଓ ନରସିମହା ତ୍ରେତୟା ଯୁଗରେ ବାମନ, ପର୍ଶୁରାମ ଓ ରାମ ଅବତାର ଓ ଦ୍ୱାପର ଯୁଗରେ କୃଷ୍ଣା ଓ ବଳରାମ ଅବତାର ଗ୍ରହଣ କରିଥିଲେ ତଥା କଳିଯୁଗର ଶେଷ ଭାଗରେ କଳକି ଅବତାର ଗ୍ରହଣ କରିବେ ବୋଲି ଉପସ୍ଥାପନା କରିବା ପଛରେ ଅସତ୍ୟ ଭଗବାନ ମାନଙ୍କୁ ସତ୍ୟରେ ପରିଣତ କରିବା ପାଈଁ ବ୍ରାହ୍ମନାବାଦୀଙ୍କ ଗଭୀର ଷଡଯନ୍ତ୍ର ରହିଥିଲା l

( e ) ବ୍ରାହ୍ମଣ ବାଦୀଙ୍କ ଧର୍ମ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ଯୁଗର ପରିସମାପ୍ତି ସମୟରେ ସମୁଦ୍ରରେ ପ୍ରବଳ ଜୁଆର ଆସି ପୃଥିବୀ ପୃଷ୍ଠର ଚାରିଆଡ଼େ ଜଳମଗ୍ନ ହୋଇଯାଉଥିଲା l ଏହି ସମୟରେ ଭଗବାନ ବିଷ୍ଣୁ ମତ୍ସ୍ୟ ଅବତାର ଧାରଣ କରି , ଚାରି ବେଦ , ମାନୁସ୍ମୃତି ତଥା ମlନୁ ଦମ୍ପତ୍ତି , ସାତ ଜଣ ରୁଷି ( ସପ୍ତର୍ଷି ) ଓ ପ୍ରତ୍ୟେକ ଜୀବଜଗତର ଜଣେ ପୁରୁଷ ଓ ମହିଳାଙ୍କୁ ନିଜେ ସ୍ରୁଷ୍ଟି କରିଥିବା ଏକ ଡଙ୍ଗାରେ ବସାଇ ରକ୍ଷl କରିଥାନ୍ତି l

ଭଗବାନ ବିଷ୍ଣୁ ମlନୁଙ୍କୁ ପ୍ରତ୍ୟେକ ଯୁଗରେ ( ମାନବତନ୍ତ୍ର ) ପୃଥିବୀର ରାଜା ଭାବରେ ଅଧିଷ୍ଠିତ କରାଇଥାନ୍ତି l ବ୍ରହ୍ମାଙ୍କର ମାନସ ପୁତ୍ର ମlନୁ ଓ ତାଙ୍କ ସ୍ତ୍ରୀ ‘ ବୈଭସ୍ଵତ ମlନୁ ‘ ପ୍ରତ୍ୟେକ ଯୁଗରେ ଏମାନେ ହେଉଛନ୍ତି ପୃଥିବୀର ପ୍ରଥମ ଦମ୍ପତ୍ତି ଓ ପୃଥିବୀ ପୃଷ୍ଠାର ସମସ୍ତ ମାନବ ସମାଜ ତାଙ୍କ ଔରଷରୁ ସ୍ରୁଷ୍ଟି ହୋଇଥାନ୍ତି l

ମାନୁସ୍ମୃତିର ରଚୟିତା ବ୍ରାହ୍ମlଙ୍କ ମାନସ ପୁତ୍ର ଭୃଗୁରୁଷି ମଧ୍ୟ ପ୍ରତ୍ୟେକ ଯୁଗରେ ଜନ୍ମଗ୍ରହଣ କରି ମlନୁଙ୍କ ଶାସନ କାଳରେ ପୃଥିବୀର ସମ୍ବିଧାନ ଭାବରେ ମାନୁସ୍ମୃତିକୁ ପ୍ରଚଳିତ କରାଇ ବ୍ରାହ୍ମଣଧର୍ମର ସ୍ଥାପନ କରିଥାନ୍ତି l

ପ୍ରବଚକ ମାନେ ମତ୍ସ୍ୟ ପୁରାଣରେ ବର୍ଣ୍ଣିତ ଗାଥାକୁ ହଜାର ହଜାର ବର୍ଷ ଧରି ଜନମାନସରେ ପ୍ରବଚନ ମାଧ୍ୟମରେ ଧର୍ମର ଦ୍ୱାହି ଦେଇ ଉପସ୍ଥାପନ କରାଯାଉଥିବାରୁ ଜାତିପ୍ରଥା ଭଗବାନଙ୍କ ଦ୍ୱାରା ସଂରଚନା କରାଯାଇଛି ବୋଲି ଲୋକଙ୍କ ମାନସିକତା ହୋଇଯାଇଛି l

ମତ୍ସ୍ୟ ପୁରାଣରେ ବର୍ଣ୍ଣିତ ପୌରାଣିକ ଗାଥାକୁ ଗଭୀରତାର ସହିତ ଅନୁଧ୍ୟାନ କଲେ ଅପାଣମାନେ ଭଲଭାବରେ ଜାଣିପାରିବେ କାଳ୍ପନିକ ତଥା ଆଯୌତ୍ତିକ ବିଷୟବସ୍ତୁ ଆଧାରରେ ଭଗବାନଙ୍କ ନାମନେଇ ଜାତିପ୍ରଥାର ସଂରଚନା କରାଯାଇଛି ଯାହାର କୋଣସି ସତ୍ୟତା ନାହିଁ l

( f ) ବୈଜ୍ଞାନିକ ମାନଙ୍କ ମତରେ 300 000 ବର୍ଷ ପୂର୍ବେ ଆଫ୍ରିକାରେ ସର୍ବପ୍ରଥମେ ବଣ ମଣିଷ ଦେଖିବକୁ ମିଳିଥିଲେ l ବଣ ମଣିଷ ମାନଙ୍କୁ ଚିନ୍ତା କରିବା ଓ ବୁଝି ପରିବା କ୍ଷମତା 70 000 ବର୍ଷତଳେ ମିଳିଥିଲା l ମଣିଷକୁ ଲେଖିବାର କ୍ଷମତା 5000 ବର୍ଶ ତଳେ ମିଳିଥିଲା l

ବ୍ରାହ୍ମଣବାଦୀଙ୍କ ତଥାକଥିତ ସମସ୍ତ ଧର୍ମଶାସ୍ତ୍ର ସଂସ୍କୃତ ଭାଷାରେ ଲେଖାଯାଇଛି l ଭାରତ ବର୍ଷାରେ ପୁରାତନ କାଳରୁ ବର୍ତମାନ ପର୍ଯ୍ୟନ୍ତ ମିଳିଥିବା କୋୖଣସି ଶିଳାଲେଖ ସଂସ୍କୃତ ଭାଷାରେ ଲେଖାଯାଇନାହିଁ l ଯାହାକି ପ୍ରମାଣିତ କରୁଛି ସମ୍ରାଟ ଅଶୋକଙ୍କ ମୋର୍ଯ୍ୟ ଶାସନ କାଳରେ ମଧ୍ୟ ସଂସ୍କୃତ ଭାଷା ଲିପିର ପ୍ରଚଳନ ନଥିଲା l

ଏହାସହିତ ସେମାନଙ୍କ ଧର୍ମଶାସ୍ତ୍ର ଅନୁଯାୟୀ ଲକ୍ଷ ଲକ୍ଷ ବର୍ଷତଳେ ସତ୍ୟଯୁଗ, ତ୍ରେତୟା ଯୁଗ ଓ ଦ୍ୱାପର ଯୁଗରେ ପୃଥିବୀରେ ପ୍ରଳୟ ଆସି ବିଧ୍ୟାଂଶ ହୋଇଗଲା ପରେ କଳିଯୁଗ ଆସିଛି l ବ୍ରହ୍ମଣ ବାଦୀ ମାନେ ଉପରୋକ୍ତ ଯୁଗରେ ଭଗବାନ ଅବତାର ଗ୍ରହଣ କରିଥିଲେ ବୋଲି ଉପସ୍ଥାପନ କରି ତାଙ୍କର ଆତ୍ମଜୀବନୀ ଚିତ୍ରଣ କରିବା ଏକ ବଡ ଧରଣର ସାମାଜିକ ପ୍ରତାରଣା l

( g ) ଦୁଇଟି ଯୁଗର ପରିସମାପ୍ତି ଘଟିଲା ପରେ କଳିଯୁଗରେ ଅଯୋଧ୍ୟାର ରାମମନ୍ଦିର ଠାରେ ଭଗବାନ ରାମଚନ୍ଦ୍ର ଜନ୍ମ ଗ୍ରହଣ କରିଥିଲେ ବୋଲି ଦର୍ଶାଇବା, ରାମ ନବମୀ ( ଜନ୍ମଜୟନ୍ତୀ ) , ରାବଣ ପୋଡି, ହନୁମାନ ଜୟନ୍ତୀ ଇତ୍ୟାଦି ଉତ୍ସବ ପାଳନ କରିବା ଘଟଣା ଗୁଡିକ ବ୍ରାହ୍ମଣବାଡିଙ୍କ ଦ୍ୱାରା କରାଯାଇଥିବା ଏକ ବଡଧରଣର ସାମାଜିକ ପ୍ରତାରଣା l

ତ୍ରେତୟା ଯୁଗରେ ପର୍ଶୁରାମ ଅବତାର ଗ୍ରହଣ କରିଥିଲେ ବୋଲି ଦର୍ଶାଇ କଳିଯୁଗରେ ଦେଶରେ ପର୍ଶୁରାମ ବାହିନୀ ଘଠନ କରି ପର୍ଶୁରାମ ଜୟନ୍ତୀ ପାଳନ କରିବା ପଛରେ ବ୍ରାହ୍ମଣ ବାଦୀ ମାନେ ସମାଜରେ ନିଜର ପ୍ରତୀପତ୍ତି ଜାହିର କରି ଜାତିପ୍ରଥlକୁ ପ୍ରଚଳିତ କରି ରଖିବାର ଷଡଯନ୍ତ୍ର କରୁଛନ୍ତି l

ଏହା ସହିତ ଦ୍ୱାପର ଯୁଗର ପରସମାପ୍ତି ପରେ କଳିଯୁଗରେ ମଥୁରାର ବିବାଦୀୟ ସ୍ଥଳୀଠାରେ ଠାରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ ବୋଲି ଦର୍ଶାଇବା, ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ , ନାନ୍ଦୋତ୍ସବ, ଦହିହାଣ୍ଡି, ହୋଲି, ଝୁଲଣ ପୁର୍ଣିମା, ରାଧାଷ୍ଟମୀ, କାର୍ତିକ ପୁର୍ଣିମା ( ରାସ ଲୀଳା ), ଗୋବର୍ଦ୍ଧନ ପୂଜା, ନାମ ସଂକୀର୍ତନ ଇତ୍ୟାଦି ଉତ୍ସବ ପାଳନ କରିବା ଘଟଣା ଗୁଡିକ ମଧ୍ୟ ବ୍ରାହ୍ମଣବାଡିଙ୍କ ଦ୍ୱାରା କରାଯାଇଥିବା ଏକ ବଡଧରଣର ସାମାଜିକ ପ୍ରତାରଣା l

( h ) ଭାରତ ବର୍ଷରେ ବୁଦ୍ଧ ଧର୍ମର ବିନାଶ ଘଟାଇ ମିଥ୍ୟା ଓ କାଳ୍ପନିକ ବିଷୟବସୁ ଆଧାରରେ ବ୍ରାହ୍ମଣ ଧର୍ମର ସ୍ଥାପନା କରିବା ପଛରେ ଆଦି ଶଙ୍କରlଚlର୍ଯ୍ୟାଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଁଛି l ଦେଶରେ ବ୍ରାହ୍ମଣ ବାଦ ଓ ଜାତିପ୍ରଥାକୁ ପ୍ରଚଳିତ କରି ରଖିବା ପାଇଁ ବୁଦ୍ଧଧର୍ମର ପ୍ରମୁଖ କେନ୍ଦ୍ରସ୍ଥଳୀ ମାନଙ୍କରେ ବୁଦ୍ଧଧର୍ମର ବିନାଶ କରିବା ପାଇଁ ଚାରୋଟି ଧାମ ସ୍ଥାପନା କରାଯାଇ ସେଠାରେ ଚାରୋଟି ଶଙ୍କରlଚlର୍ଯ୍ୟାଙ୍କୁ ଅବସ୍ଥାପିତ କରାଯାଇଛି l

ସମଗ୍ର ଭାରତ ବର୍ଷାରେ ବ୍ରାହ୍ମଣ ଧର୍ମ ନାମରେ ଗୋଟିଏ ପ୍ରକାରର ବଡଧରଣର ବ୍ୟବସାୟ କରାଯାଉଛି l ଜନସାଧରଣଙ୍କୁ କରାଯାଉଥିବା ଆର୍ଥିକ ଶୋଷଣର ଆୟର ପଚାଶ ପ୍ରତିଶତ ପରିମାଣ ମଧ୍ୟ୍ୟ ବୋଧହୁଅ ପୃଥିବୀର କୋୖଣସି ବ୍ୟବସାୟରେ ନଥିବ l ଭାରତର ତଥାକଥିତ ସୁନାମଧନ୍ୟ ଧମଗୁରୁ ଓ କଥାବାଚକ ମାନେ ଯାହାଙ୍କୁ ଲୋକେ ଭଗବାନ ଭଳିଆ ଭକ୍ତି ଓ ସମ୍ମାନ କରୁଛନ୍ତି ଦେଶ ଓ ବିଦେଶରେ ଅପସଂସ୍କୃତି ପ୍ରଚାର କରି କୋଟି କୋଟି ଟଙ୍କା ଶୋଷଣ କରୁଛନ୍ତି l

ବର୍ତମାନ ଭାରତ ବର୍ଷାରେ ବ୍ରାହ୍ମଣଧର୍ମକୁ ଭୋଟ ବ୍ୟାଙ୍କ ଭାବରେ ବ୍ୟବହାର କରାଯାଇ ବ୍ରାହ୍ମଣ ବାଦୀ ମାନେ ଦେଶର ଶାସନ କ୍ଷମତା ମଧ୍ୟ ଦଖଲ କରିବାରେ ସଫଳ ହୋଇଯାଇଛନ୍ତି l

( i ) ବ୍ରାହ୍ମଣ ଧର୍ମ ଭାରତ ପାଈଁ ଅଭିଶାପ ପାଲଟି ଯାଇଛି l ଦେଶ ସ୍ୱାଧୀନତା ପାଇଲା ସମୟରେ ବ୍ରାହ୍ମଣ ଧର୍ମ ଅନୁଯାୟୀ ଦେଶର ସମ୍ବିଧାନ ତିଆରି କରିବା ପାଇଁ ବ୍ରହ୍ମଣବାଦୀ ମାନେ ଜୋରଦାର ପ୍ରୟାସ ଚଳାଇଥିଲେ l

ଡ଼ ବାବାସାହେବ ଆମ୍ବେଦକରଙ୍କ ବ୍ୟତୀତ କେହି ସମ୍ବିଧାନ ରଚନା ରଚନା କରି ପାରିବେ ନାହିଁ ବୋଲି ଜାତିର ପିତା ମହାତ୍ମା ଗାନ୍ଧୀ ଭଲଭାବରେ ଜାଣିଥିଲେ l ତେଣୁ ନେହେରୁଙ୍କ ଉପରେ ଚାପ ପ୍ରୟୋଗ କରି ଡ଼ ଆମ୍ବେଦକରଙ୍କୁ ଭାରତର ପ୍ରଥମ ଆଇନମନ୍ତ୍ରୀ ଓ ସମ୍ବିଧାନ ରଚନା କରିବାର ଦାୟିତ୍ୱ ଅର୍ପଣ କରାଇବାରୁ ବ୍ରାହ୍ମଣବାଦୀ ମାନେ ଉତକ୍ଷିପ୍ତ ହୋଇ ଗାନ୍ଧିଜୀଙ୍କୁ ହତ୍ୟା କରିଥିଲେ l

ସମ୍ବିଧାନର ରଚନାକରି ଭାରତର ସମସ୍ତ ନାଗରିକଙ୍କୁ ବ୍ରାହ୍ମଣ ବାଦୀଙ୍କ କବଳରୁ ମୁକ୍ତକରି ସମାନ ଅଧିକାର ପ୍ରଦାନ କରିବାରେ
ଡ଼ ବାବାସାହେବ ଆମ୍ବେଦକରଙ୍କ ଅତୁଳନୀୟ ଅବଦାନ ରହିଁଛି l

ଦେଶର ଶାସନ କ୍ଷମତା ଦଖଲ କଲାପରେ ସମ୍ବିଧାନକୁ ପରିବର୍ତ୍ତନ କରି ପୁଣିଥରେ ବ୍ରାହ୍ମଣ ଧର୍ମ ସ୍ଥାପନ କରିବା ବର୍ତମାନ ବ୍ରହ୍ମଣ ବାଦୀ ମାନଙ୍କର ମୂଳ ଲକ୍ଷ ପାଲଟି ଯାଇଛି l ଯଦି ବ୍ରହ୍ମଣ ବାଦୀ ମାନେ ଦେଶର ସମ୍ବିଧାନ ପରିବର୍ତନ କରିବାରେ ସଫଳ ହୋଇଯିବେ ତାହେଲେ ଭାରତର ଭବିଷ୍ୟତ ସବୁଦିନ ପାଇଁ ଅନ୍ଧକାରମୟ ହୋଇପଡିବ l

MUST READ..

Share this post

Leave a Comment