ଦଳିତ ମହିଳା ମାନଙ୍କୁ ସ୍ତନ ଢାଙ୍କିବା ପାଇଁ ବ୍ରାହ୍ମଣବାଦୀଙ୍କୁ ମୂଲକ୍କରମ୍ ନାମକ ସ୍ତନକର ଦେବାକୁ ପଡୁଥିଲା l
ବଲାଙ୍ଗିର : ୦7 ନଭେମ୍ବର 2026 : ତ୍ରିବାଙ୍କୁର୍ ରାଜ୍ୟରେ (ବର୍ତ୍ତମାନ ମୁଖ୍ୟତଃ କେରଳ ରାଜ୍ୟର ଦକ୍ଷିଣ ଭାଗରେ ଅବସ୍ଥିତ) ୧୯ ଶ ଶତାବ୍ଦୀରେ ବ୍ରାହ୍ମଣବାଦୀ ଶାସନର ଅମାନବୀୟ ଜାତିଗତ ପାଶବିକ ଅତ୍ୟାଚାରର ବିକଟାଲ